Posts

Showing posts with the label Literature

ଆଦ୍ୟାନ୍ତ ସାଥି (Dear friend)

Image
 ଈଶ୍ୱରଙ୍କ ଦାନ, ହେଇ ତୁମ ପ୍ରେମ  ଭରିଦେଲା ମୋ ଜୀବନ, ଯାହାର ସ୍ପର୍ଶରେ ବିଛୁରିତ ହେଲା ଆଲୋକେ ମୋ ତନୁମନୁ |  God's gift, O your love   Filled my life, Which was scattered at the touch The light is my body ଅମା  ଅନ୍ଧାର ର ବକ୍ଷ ଚିରି ଆସି ହୃଦୟ ଛୁଇଁଲା ମୋର ନିଷ୍କଳଙ୍କ  ସେଇ ହୃଦୟରେ ତୁମ ଯତନେ ଗଢ଼ିଲି ଘର |  He tore open the aqueduct's dark, come My heart was touched In that pure heart of yours I just built a house   ସବୁ ରୁକ୍ଷ ପଥ,ଝଡ଼ ବତାସ ଲେଉଟିଲା ଆସି ପାଶେ ତୁମ ସ୍ନେହ, ପ୍ରେମ ସୁରକ୍ଷା ସାଜିଲା ଶକ୍ତି ହୋଇ ଚତୁଃ୍ର ପାର୍ଶ୍ୱେ   |  All rough roads, storms Redirected come beside Your love and affection are protected Power is all around ଘନ ଅନ୍ଧକାରୁ ହାତ ଧରି ମୋର ନେଲ ମହା ଆଲୋକରେ ସବୁ ବିପଦରୁ ରକ୍ଷା କରିବାକୁ ଆସିଲ  ମୋଜୀବନରେ |  Holding my hand in the thick darkness Withhold extraterrestrial in light To protect all dangers Came in my life |   ସାଜି କୃଷ୍ଣତମେ,ଗୀତ ଜ୍ଞାନ ଦେଲ ମୋ ପ୍ରିୟ ସାରଥୀ ହୋଇ ତୁମଠାରୁ ଶ୍ରେଷ୍ଠ ପରମ ପୁରୁଷ ନାହିଁ ମୋ ଜୀବନେ କେହି |  Became Krishna,gave knowledge of so...