ଗାନ୍ଧିଜୀ ଭାବୁଥିଲେ କି ପାଣି ପବନ ପରେ ବୋଧେ ଲୁଣ ମଧ୍ୟ ବଂଚିବା ପାଇଁ ଦରକାର | କିନ୍ତୁ ଅଂରେଜ ସରକାର 1882 ଲୁଣ ଆଇନ ଲାଗୁ କରି ଲୁଣ କୁ ଭାରତୀୟ ମାନେ କିଣିବା ପାଇଁ ବାଧ୍ୟ କରିଦେଲେ |ସେଥିପାଇଁ ଗାନ୍ଧୀ ଜି 1930 ମାର୍ଚ୍ଚ 12 ତାରିଖ ରେ ଶବରମତୀ ଆଶ୍ରମ ରୁ ଦାଣ୍ଡି ପର୍ଯ୍ୟନ୍ତ,ଦାଣ୍ଡି ଯାତ୍ରା 24 ଦିନ ଏପ୍ରିଲ 6,1930 ପର୍ଯ୍ୟନ୍ତ କରିଥିଲେ |
ଦାଣ୍ଡି ଯାତ୍ରା 386 କିଲୋମିଟର ଥିଲା | ଦାଣ୍ଡି ଯାତ୍ରା ପରେ ସବୁ ରାଜ୍ୟ ରେ ଲୁଣ ଆଇନ ଭଙ୍ଗା ଯାଇଥିଲା |
ଓଡ଼ିଶାରେ H. K Mahatab,Gopabandhu chodhary,Acharya Harihardas 6th April 1930
ରେ ଲବନ ସତ୍ୟାଗ୍ରହ କରିଥିଲେ ସ୍ୱରାଜ ଆଶ୍ରମ କଟକ ରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଚାଲିକି |
Comments
Post a Comment
If any doubts let me know..